Uncategorizedନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନmahabharatanewsJuly 2, 2023 by mahabharatanewsJuly 2, 20230108 ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ...