ଖେଳଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସରmahabharatanewsSeptember 10, 2022 by mahabharatanewsSeptember 10, 20220176 ଅଷ୍ଟ୍ରେଲିଆ: ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିୟ ଅଧିନାୟକ ଆରୋନ ଫିଞ୍ଚ ଅବସର ଘୋଷଣା କରିଛନ୍ତି। ଏହାଛଡା ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଶ୍ରୀ ଫିଞ୍ଚ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ...