ଖେଳନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଛନ୍ତି ୱାଶିଂଟନ ସୁନ୍ଦରmahabharatanewsJanuary 12, 2026 by mahabharatanewsJanuary 12, 202604 ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି । ଭଦୋଦରାର ବିସିଏ ଷ୍ଟାଡିୟମରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବା ସମୟରେ ସୁନ୍ଦର...