ଓଡିଶାଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ mahabharatanewsJanuary 17, 2024 by mahabharatanewsJanuary 17, 20240142 (ବରଗଡ଼) : କାରାଗାରରେ ଜନ୍ମ ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ମହାରାଜଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୋପପୁରକୁ ନିଆଯାଇଛି । ଏହା ସହ କଂସର ଅଟ୍ଟହାସ୍ୟରେ କମ୍ପୁଛି...