ଓଡିଶାରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତିmahabharatanewsJuly 9, 2022 by mahabharatanewsJuly 9, 20220251 ପୁରୀ: ଆଜି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା । ୯ଦିନର ଲୀଳା ଖେଳା ସାରି ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିବେ ଚତୁର୍ଦ୍ଧା ମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା...