ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ
ବୈଶିଙ୍ଗା: ପତ୍ନୀକୁ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିବା ପରେ ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛି ପିଶାଚ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବୈଶିଙ୍ଗା ଥାନା ଅଧୀନ ମେର୍ଦା ପଞ୍ଚାୟତର ସାତପଉଟିଆ ଗ୍ରାମରେ...