ଓଡିଶାପର୍ବ ପର୍ବାଣିବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’mahabharatanewsApril 26, 2023 by mahabharatanewsApril 26, 20230112 ବାଲିଗୁଡା/ ବନବାସୀ ପ୍ରଧାନ : ଆଜି ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା ଆରମ୍ଭ ହୋଇ ଯାଇଛି । ମାଙ୍କ ନଗରପରିକ୍ରମା ର ପ୍ରଥମ ଦିନ ରେ ମାଙ୍କୁ ବାଜା, ବାଣ, ଢୋଲ ଓ ବିଭିନ୍ନ...
ଅପରାଧଓଡିଶାନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’mahabharatanewsOctober 7, 2022 by mahabharatanewsOctober 7, 20220194 ବାଲିଗୁଡ଼ା : ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ...
ଅପରାଧଓଡିଶାପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫmahabharatanewsSeptember 9, 2022September 9, 2022 by mahabharatanewsSeptember 9, 2022September 9, 20220145 ବାଲିଗୁଡା : ପ୍ରେମ ଜନିତ ବିଭୋତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପ୍ରେମିକକୁ ପିଟି ପିଟି ସଙ୍ଘବଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା...
ଓଡିଶାମହୁ ମାଛି ନେଇଗଲା ୨ଜଣଙ୍କ ଜୀବନmahabharatanewsSeptember 6, 2022 by mahabharatanewsSeptember 6, 20220173 ବାଲିଗୁଡା : ମହୁ ମାଛି ନେଇଗଲା ୨ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ...
ଅପରାଧଓଡିଶାପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗmahabharatanewsJune 17, 2022 by mahabharatanewsJune 17, 20220185 ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍...