ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ
ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ମନମୁଖୀ ମାମଲା ଦାୟର କରିବା ପରେ ବର୍ତ୍ତମାନ ସେମାନଙ୍କୁ ରକ୍ଷା କରୁଥିବା ଓକିଲମାନଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଛି। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶ ଜେଲରେ ରହିଥିବା ହିନ୍ଦୁ ସାଧୁ ଚିନ୍ମୟ...
