ଓଡିଶା୨୫ ସୁଦ୍ଧା ବାତ୍ୟା ସମ୍ଭାବନା mahabharatanewsMay 24, 2024 by mahabharatanewsMay 24, 20240164 (ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ତେବେ ସାମାନ୍ୟ ଉତ୍ତର-ପୂର୍ବ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ...
ଓଡିଶା୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନmahabharatanewsMay 23, 2024 by mahabharatanewsMay 23, 20240171 (ଭୁବନେଶ୍ୱର) : ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି ।...
ଓଡିଶା“ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ” : ଭି କେ ପାଣ୍ଡିଆନmahabharatanewsMay 23, 2024May 23, 2024 by mahabharatanewsMay 23, 2024May 23, 20240119 (ଭୁବନେଶ୍ୱର) : ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ ଏଭଳି କହିବା ସହ ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି...
ଓଡିଶା୨୫ ସକାଳ ସୁଦ୍ଧା ବାତ୍ୟା ସମ୍ଭାବନାmahabharatanewsMay 23, 2024 by mahabharatanewsMay 23, 20240157 (ଭୁବନେଶ୍ୱର) : ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ...
ଓଡିଶାରାଜଧାନୀରେ ଫ୍ଲାଗମାର୍ଚ୍ଚmahabharatanewsMay 23, 2024 by mahabharatanewsMay 23, 20240137 (ଭୁବନେଶ୍ଵର) : ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ...
ଓଡିଶାଆଜି ବୈଶାଖ ପୂର୍ଣ୍ଣିମା mahabharatanewsMay 23, 2024 by mahabharatanewsMay 23, 20240105 (ଭୁବନେଶ୍ୱର) : ବୈଶାଖ ମାସର ଶେଷ ଦିନଟି ହେଉଛି ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା କୁହାଯାଏ । ଏହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଟିର ରହିଛି କିଛି ବିଶେଷ...
ଓଡିଶାଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନmahabharatanewsMay 23, 2024 by mahabharatanewsMay 23, 20240120 (ଭୁବନେଶ୍ୱର) : ବଙ୍ଗୋପସାଗରରେ ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୨୫ ତାରିଖରୁ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର...
ଓଡିଶାରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସmahabharatanewsMay 22, 2024 by mahabharatanewsMay 22, 20240134 (ଭୁବନେଶ୍ୱର) : ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨ କମ୍ପାନି ସିଏପିଏଫ୍ ଫୋର୍ସ ମୁତୟନ ହେବେ।...
ଓଡିଶା୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳmahabharatanewsMay 22, 2024 by mahabharatanewsMay 22, 20240131 (ଭୁବନେଶ୍ୱର) : ମେ’ ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ...
ଓଡିଶା୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀmahabharatanewsMay 22, 2024May 22, 2024 by mahabharatanewsMay 22, 2024May 22, 20240148 (ଭୁବନେଶ୍ୱର) : ପ୍ରଚାର ପାଇଁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ । ପ୍ରଥମେ ବାଲେଶ୍ୱର ଓ ପରେ କେନ୍ଦ୍ରାପଡା ସଂସଦୀୟ...