ଓଡିଶାବଢ଼ିଲା ବାତ୍ୟା ଆଶଙ୍କାmahabharatanewsMay 21, 2024 by mahabharatanewsMay 21, 2024096 (ଭୁବନେଶ୍ୱର) : ବଢ଼ିଲା ବାତ୍ୟା ଆଶଙ୍କା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଲଘୁଚାପ ଉତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ...
ଓଡିଶା“ବିକାଶମୂଳକ କାମରେ ବାଧା ଦେଉଛନ୍ତି ବିରୋଧୀ”: ଭି କେ ପାଣ୍ଡିଆନmahabharatanewsMay 21, 2024 by mahabharatanewsMay 21, 20240124 (ଭୁବନେଶ୍ୱର) : ପୁଣି ଥରେ ବିରୋଧୀଙ୍କ ଉପରେ ବର୍ଷିଲେ ଭି କେ ପାଣ୍ଡିଆନ । ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, “ମା’ ମାନେ ହେଉଛି...
ଓଡିଶା“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ” mahabharatanewsMay 21, 2024 by mahabharatanewsMay 21, 20240108 (ଭୁବନେଶ୍ୱର) : ନବୀନ ଗ୍ୟାରେଣ୍ଟି ନମ୍ବର ୨୦ । ଭାଷା ହିଁ ଭବିଷ୍ୟତ. ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଗ୍ୟାରେଣ୍ଟି ଦେଉଛନ୍ତି ଓଡ଼ିଶାଙ୍କୁ, ତାହା ଅଭୁମୁଖ୍ୟ ୨୦୩୪ ଭାରତରେ ଓଡ଼ିଶାକୁ ଶ୍ରେଷ୍ଠ...
ଓଡିଶାବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ mahabharatanewsMay 21, 2024 by mahabharatanewsMay 21, 20240144 ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ତାଙ୍କ ସହ ରେଙ୍ଗାଲି ପୂର୍ବତନ ଯୁବ କଂଗ୍ରେସ ସଭାପତି ରେଙ୍ଗାଲି ବିଭୁତି ଭୂଷଣ ଗରଡିଆ ଏବଂ ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହେଲେ....
ଓଡିଶାଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାmahabharatanewsMay 21, 2024 by mahabharatanewsMay 21, 20240117 (ଭୁବନେଶ୍ୱର) : ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି । ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି...
ଓଡିଶାସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି mahabharatanewsMay 21, 2024 by mahabharatanewsMay 21, 20240121 (ଭୁବନେଶ୍ୱର) : ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।...
ଓଡିଶା ଓଡ଼ିଶାରେ ୬୭. ୫୯ ପ୍ରତିଶତ ମତଦାନmahabharatanewsMay 21, 2024 by mahabharatanewsMay 21, 20240123 (ଭୁବନେଶ୍ୱର) : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍...
ଓଡିଶା ପ୍ରବଳ ବର୍ଷାର ମୁକାବିଲା ପାଇଁ ସତର୍କmahabharatanewsMay 21, 2024May 21, 2024 by mahabharatanewsMay 21, 2024May 21, 20240123 (ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି SRC । ପ୍ରବଳ ବର୍ଷାର...
ଓଡିଶାସାମ୍ଭାବ୍ୟ ବାତ୍ୟା; ମତ୍ସଜୀବୀଙ୍କୁ ସମୁଦ୍ର ମନା mahabharatanewsMay 20, 2024 by mahabharatanewsMay 20, 20240110 (ଭୁବନେଶ୍ୱର) : ବଢ଼ିଲା ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । କରିବ । ମେ...
ଓଡିଶାଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବmahabharatanewsMay 20, 2024 by mahabharatanewsMay 20, 20240130 (ଭୁବନେଶ୍ୱର) : ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି...