ଖେଳଭାରତରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨mahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220211 ମହିଳା କ୍ରିକେଟରେ ଭାରତ ଇଂଲଣ୍ଡ ମୁକାବିଲା ବର୍ମିଂହାମ: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨ ଇଭେଣ୍ଟର ସେମିଫାଇନାଲରେ...
ଓଡିଶାଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ନୂଆ ଅଧ୍ୟକ୍ଷ ହେଲେ ଏଲଏନ ଦାଶmahabharatanewsAugust 6, 2022 by mahabharatanewsAugust 6, 20220129 ଭୁବନେଶ୍ୱର: ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଭାବେ ଏଲଏନ ଦାଶ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଦାଶ ପୂର୍ବରୁ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରାୟଗଡାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି।...
ଓଡିଶା୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳmahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220163 ୱେବସାଇଟରେ ଫଳ ପ୍ରକାଶ ଭୁବନେଶ୍ୱର: ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ଦୁଇ କଳା ଓ ଧନ୍ଦମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି।...
ଭାରତରାଜନୀତିଉପରାଷ୍ଟ୍ରପତି ନିର୍ବାଚନ ୨୦୨୨mahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220179 ଭୋଟଦେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ତୁଙ୍ଗ ନେତା ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଦିନ ୧୦ ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,...
ଭାରତରାଜନୀତିମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡିରେ ହାଜରmahabharatanewsAugust 6, 2022 by mahabharatanewsAugust 6, 20220199 ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ। ପତ୍ରା ଚାଲ୍ ସ୍କାମରେ ଅଭିଯୋଗର ସମ୍ମୁଖୀନ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ...
ଭାରତରାଜନୀତିଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରିmahabharatanewsAugust 6, 2022 by mahabharatanewsAugust 6, 20220218 ଜଦଗୀପ ଧନଖଡ ନିର୍ବାଚିତ ହେବା ନେଇ କଳ୍ପନା ଜଳ୍ପନା ନୂଆଦିଲ୍ଲୀ: ଶନିବାର ଦେଶର ଉପରାଷ୍ଟ୍ରପତି ପଦବୀ ଲାଗି ସଂସଦରେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏନଡିଏର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ମିଳିତ...
ଓଡିଶାଜିଲ୍ଲା ବାଲ୍ୟବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକmahabharatanewsAugust 4, 2022 by mahabharatanewsAugust 4, 20220183 ଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ସ୍କୁଲ ବାହାରେ ରହିବେ ନାହିଁ- ଜିଲ୍ଲପାଳ ସୁବର୍ଣ୍ଣପୁର: ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଦେଶ୍ୟରେ ଗୁରୁବାର ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ...
ଭାରତରାଜନୀତିପତ୍ରା ଚାୱଲ ଜମି ଦୁର୍ନୀତି ମାମଲାmahabharatanewsAugust 4, 2022 by mahabharatanewsAugust 4, 20220219 ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡିର ସମନ ମୁମ୍ବାଇ: ପତ୍ରାଚାୱଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପତ୍ରା ଚାୱଲ...
ଭାରତରାଜନୀତିଵାଣିଜ୍ୟଭାରତରେ ବର୍ଷା ସଙ୍କଟmahabharatanewsAugust 4, 2022 by mahabharatanewsAugust 4, 20220221 ଧାନ ଉତ୍ପାଦନ କମିବା ନେଇ ଆଶଙ୍କା ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେଉଛି। ଫଳରେ ଧାନ ଉତ୍ପାଦନ କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହାଫଳରେ ପୃଥିବୀରେ ଚାଉଳ...
ଓଡିଶାବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତmahabharatanewsAugust 4, 2022August 4, 2022 by mahabharatanewsAugust 4, 2022August 4, 20220214 ମୃତ୍ୟୁ ମୁଖରୁ ବର୍ତ୍ତିଗଲା ୬ ବର୍ଷର ଶିଶୁ ବଲାଙ୍ଗୀର: ରାଜ୍ୟରେ ଦିନକୁ ଦିନ ଫସଲ ଜନିତ କ୍ଷୟକ୍ଷତି ଓ ଋଣ କାରଣରୁ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି। ସରକାରଙ୍କର ବ୍ୟାପକ ଆର୍ଥିକ ସହାୟତା ସତ୍ତେ୍ୱ...