ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨mahabharatanewsAugust 8, 2022 by mahabharatanewsAugust 8, 20220206 ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ ବର୍ମିଂହାମ: ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବିଭିନ୍ନ ବିଭାଗରେ ପଦକ ପରେ ପଦକ ହାତେଇବାରେ ଲାଗିଛି । ପିଭି ସିନ୍ଧୁଙ୍କ ପରେ ଆଉଜଣେ ଭାରତୀୟ ଲକ୍ଷ୍ୟ...
ଖେଳଭାରତରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨mahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220237 ମହିଳା କ୍ରିକେଟରେ ଭାରତ ଇଂଲଣ୍ଡ ମୁକାବିଲା ବର୍ମିଂହାମ: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨ ଇଭେଣ୍ଟର ସେମିଫାଇନାଲରେ...
ଖେଳସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛାmahabharatanewsAugust 1, 2022August 1, 2022 by mahabharatanewsAugust 1, 2022August 1, 20220237 ବର୍ମିଂହାମ: ବର୍ମିଂହାମ କମନୱେଲଥ ଗେମ୍ସ ୨୦୨୨ ରେ ସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଅଭିନନ୍ଦନ ଜଣାଇଛନ୍ତି। ୭୩...