ଭାରତରାଜନୀତିଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେmahabharatanewsAugust 4, 2022August 4, 2022 by mahabharatanewsAugust 4, 2022August 4, 20220164 ଇଡି, ସିବିଆଇର ଦୁରୁପଯୋଗ ନେଇ ଗୃହ ଅଚଳ ନୂଆଦିଲ୍ଲୀ: ଇଡି ଓ ସିବିଆଇର ଦୁରୁପଯୋଗ ନେଇ ବିରୋଧୀ ଦଳ ପକ୍ଷରୁ ସଂସଦର ଉଭୟ ସଦନରେ ଅଚଳାବସ୍ଥା ଜାରି ରହିଛି। ଫଳରେ ଗୃହ କାର୍ଯ୍ୟକୁ ଦିନ...
ବିଶ୍ୱଭାରତନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଚିନ ଆମେରିକା ମଧ୍ୟରେ ତିକ୍ତତାmahabharatanewsAugust 4, 2022 by mahabharatanewsAugust 4, 20220201 ତାଇୱାନରେ ଚୀନର ବୃହତ ସମରାଭ୍ୟାସ ତାଇୱାନ: ଆମେରିକାର ହାଉସର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ବର୍ତ୍ତମାନ ତାଇୱାନରେ ସର୍ବ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛି। ବେଜିଂରୁ ଧମକ ମଧ୍ୟରେ...
ଭାରତଅଗଷ୍ଟ ୨୬ରେ ସରୁଛି ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳmahabharatanewsAugust 4, 2022 by mahabharatanewsAugust 4, 20220191 କିଏ ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୪୮ତମ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଏନଭି ରମନ୍ନ୍ାଙ୍କ କାର୍ଯ୍ୟକାଳ ଚଳିତ ମାସ ଅଗଷ୍ଟ ୨୬ରେ ସରିବାକୁ ଯାଉଛି। ତେବେ ସୁପ୍ରିମକୋର୍ଟର...
ଓଡିଶାଆଇଏଏସ ସ୍ତରରେ ଅଦଳବଦଳmahabharatanewsAugust 3, 2022 by mahabharatanewsAugust 3, 20220167 ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା ସଞ୍ଜୟଙ୍କୁ ଗ୍ରାମ୍ୟ ଉନ୍ନୟନ ଭୁବନେଶ୍ୱର: ବୁଧବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଉଚ୍ଛଶିକ୍ଷା ସଚିବ...
ଓଡିଶାରାଜନୀତିରାଜ୍ୟରେ ଅପଗ୍ରେଡ ଶହେ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀmahabharatanewsAugust 3, 2022 by mahabharatanewsAugust 3, 20220169 ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଶହେଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ। ରାଜ୍ୟରେ ଡ୍ରପଆଉଟ ରୋକିବା ପାଇଁ ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...
ଭାରତରାଜନୀତିନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡିmahabharatanewsAugust 3, 2022 by mahabharatanewsAugust 3, 20220220 ମନି ଲଣ୍ଡରିଂ କେସରେ ଚଢାଉ ଜାରି ରଖିଥିଲା ନୂଆଦିଲ୍ଲୀ: ମଙ୍ଗଳବାର ନେସନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ବୁଧବାର ହେରାଲ୍ଡ ହାଉସକୁ ଇଡି ପକ୍ଷରୁ ସିଲ କରିଦିଆଯାଇଛି। ଏଜେନ୍ସିର ପୂର୍ବ...
ଓଡିଶାଏନଏବିଇଟି କ୍ୟୁସିଆଇ ରାଙ୍କି: କିଟ ପଲ୍ଲିଟେକନିକ ରାଜ୍ୟର ଶ୍ରେଷ୍ଠ କଲେଜmahabharatanewsAugust 3, 2022August 3, 2022 by mahabharatanewsAugust 3, 2022August 3, 20220200 ଭୁବନେଶ୍ୱର: କିଟ୍ ପଲିଟେକ୍ନିକ୍ ସମସ୍ତ ରାଜ୍ୟ ତଥା ବେସରକାରୀ ପରିଚାଳିତ ପଲିଟେକ୍ନିକ୍ ମଧ୍ୟରେ ଓଡିଶାର ଶ୍ରେଷ୍ଠ ପଲିଟେକ୍ନିକ୍ ଭାବରେ ମାନ୍ୟତା ଲାଭ କରିଛି । ଯାହାକି ନ୍ୟାସନାଲ ଆକ୍ରିଡେସନ୍ ବୋର୍ଡ ଫର୍ ଏଜୁକେସନ୍ ଆଣ୍ଡ...
ଓଡିଶାଶିକ୍ଷାସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇmahabharatanewsAugust 3, 2022 by mahabharatanewsAugust 3, 20220148 ଉପକୃତ ହେବେ ହଜାର ହଜାର ଯୁବବର୍ଗ ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଦୁଇଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...
ଓଡିଶାଭାରତଵାଣିଜ୍ୟସରିଛି ୫ଜି ସ୍ପେକ୍ଟ୍ରମ ନିଲାମmahabharatanewsAugust 3, 2022August 3, 2022 by mahabharatanewsAugust 3, 2022August 3, 20220184 ବଢିପାରେ ମୋବାଇଲ ରିଚାର୍ଜ ନୂଆଦିଲ୍ଲୀ: ନିକଟରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ଶେଷ ହୋଇଛି। ଏହି ନିଲାମରେ ଟେଲିକମ୍ କମ୍ପାନୀଗୁଡିକ ହାଇ ସ୍ପିଡ୍ ଏୟାରୱେଭ୍ ପାଇଁ ମୋଟ ୧.୫ କୋଟି ରେକର୍ଡ କରିଛନ୍ତି। ଏହା...
ଓଡିଶାଭାରତଵାଣିଜ୍ୟଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲmahabharatanewsAugust 3, 2022 by mahabharatanewsAugust 3, 20220184 ଅନ୍ୟ ଟେଲିକମ କମ୍ପାନୀଙ୍କ ଅନାଗ୍ରହ ଭୁବନେଶ୍ୱର: ୫ଜି ସ୍ପେକ୍ଟ୍ରମ୍ ନିଲାମୀ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ, ଆଦାନୀ ଟେଲିକମ୍ କମ୍ପାନୀ ପ୍ରମୁଖ ସ୍ପେକ୍ଟ୍ରମ କିଣିଛନ୍ତି।...