ଓଡିଶାଶିକ୍ଷାCAPF କନଷ୍ଟେବଲ ପାଇଁ ହେବ ଆଞ୍ଚଳିକ ଭାଷାରେ ପରୀକ୍ଷାmahabharatanewsApril 15, 2023 by mahabharatanewsApril 15, 20230137 ଭୁବନେଶ୍ୱର: ଓଡ଼ିଆରେ CAPF କନଷ୍ଟେବଲ ପରୀକ୍ଷା ଦେଇପାରିବେ ପରିକ୍ଷାର୍ଥୀ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଶା ଭାଷା ରହିବ ବୋଲିଗୃହ ମନ୍ତ୍ରଣାଳୟ ମଞ୍ଜରି କରିଛି । କେନ୍ଦ୍ର...