ଓଡିଶାକଂଗ୍ରେସ ବିଧାୟକଙ୍କ ପାଇଁ ଦିଲ୍ଲୀରୁ ଆସିଲା ଡାକରାmahabharatanewsMay 3, 2022 by mahabharatanewsMay 3, 20220257 ବ୍ୟୁରୋ : କଂଗ୍ରେସ ବିଧାୟକ ମାନଙ୍କୁ ଆସିଲା ଡାକରା । ଦଳୀୟ କାର୍ଯ୍ୟ ଉପରେ କରାଯିବ ତର୍ଜମା । ମେ ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ବୈଠକ । ଏହି ଡାକରା ବିଷୟରେ...
ଓଡିଶାମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀmahabharatanewsMarch 4, 2022 by mahabharatanewsMarch 4, 20220208 ଭୁବନେଶ୍ୱର: କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ।କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ତାଙ୍କ...
ଓଡିଶାଆରପାରିରେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳmahabharatanewsFebruary 26, 2022 by mahabharatanewsFebruary 26, 20220277 (ଭୁବନେଶ୍ୱର) : ଆରପାରିରେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ । ୮୩ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ହେତୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ...
ରାଜନୀତିଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହmahabharatanewsSeptember 10, 2021 by mahabharatanewsSeptember 10, 20210157 ନୂଆଦିଲ୍ଲୀ : ନିକଟରେ ସଂଗୀତକାର ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରି ଚର୍ଚ୍ଚାରେ ଥିବା ବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ...
ଅପରାଧରାଜନୀତିସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190478 (ଆଦର୍ଶ ରାଉତ)ଭୁବନେଶ୍ୱର: ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର ସାଥିମାନେ ନିମାପଡ଼ାରୁ ଯୋର ଜବରଦସ୍ତି ଗାଡ଼ିରୁ ଉଠାଇନେଇ ପୁରୀଠାରେ ଗଣବଳାତ୍କାର କରିବା ନବୀନ ବାବୁଙ୍କ...