ଓଡିଶା

ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ପାଳନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନୁଆଁ ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ପାଳନ କରାଯାଇଛି ।ଏହି ଉତ୍ସବ ର ଆଭିମୁଖ୍ୟ ହେଲାଯେ ପିଲାମାନେ ପାଠ ପଢ଼ା ସହିତ ନିଜ ପାରମ୍ପରିକ ଖାଦ୍ୟ ପେୟ, ଯାନୀଯାତ୍ରା ନିଜର କୌଳିକ ବୃତ୍ତି, ନାଚଗୀତ ତଥା ଖେଳକୁଦ କୁ କିପରି ଆଗ୍ରହ ସହିତ ଯୋଡି ହେବେ ତେବେ ଯାଇ ନିଜ ଅଞ୍ଚଳର ବିକାଶ ହେବା ସହିତ ରାଜ୍ୟ ତଥା ଦେଶର ଉନ୍ନତି ହେବ ତେବେ ଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ବିକଶିତ ଭାରତର ତାହା ପୂର୍ଣ୍ଣ ହେବ । ଛାତ୍ରଛାତ୍ରୀ ମାନେ ନିଜ ପରମ୍ପରା କୁ ମନେ ରଖିବା ସହିତ ପାଶ୍ଚାତ ସଭ୍ୟତା କୁ ଧୀରେ ଧୀର ଭୁଲି ଯିବେ ଏବଂ ତାଙ୍କର ସର୍ବାଙ୍ଗୀନ ଉନ୍ନତି ହେବ ।

Related posts

ଅମାନିଆଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା ଜରିମାନ।

mahabharatanews

ଶିମିଳିପାଳର ୩୫ ସ୍ଥାନରେ ଜଳୁଛି ନିଆଁ

mahabharatanews

୨୪ ଯାଏଁ ପ୍ରବଳ ଗରମ ସହ ଗୁଳୁଗୁଳି

mahabharatanews