ଓଡିଶାପୁରୀରେ ଅଗ୍ନିକାଣ୍ଡ , ୮ଲକ୍ଷ ଟଙ୍କର ସମ୍ପତ୍ତି ନଷ୍ଟmahabharatanewsMay 8, 2023 by mahabharatanewsMay 8, 20230118 ପୁରୀ/ ଜୟନ୍ତ କୁମାର ସେଠି: ଗୋଟେ ଅଗ୍ନିକାଣ୍ଡ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ପୁରୀରେ ଲାଗିଲା ନିଆଁ। ବାସେଳୀ ସାହି ଥାନା ଅନ୍ତର୍ଗତ ଗୋଖା ସାହିରେ ଥିବା ଏକ ଖଡ଼ି ମୂର୍ତ୍ତି...