ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଅବତରଣ କଲା କତାର୍ ଏୟାର୍ୱେଜ୍ର ବିମାନ
ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍ ଏୟାର୍ୱେଜ୍ରେ ବୈଷୟିକ ତ୍ରୁଟି ଦେଖା ଦେଇଛି । ଗୋଟାଏ ବିମାନର ମାଲ୍ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ଉଠିବାରୁ ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ...
