ଓଡିଶାପର୍ବ ପର୍ବାଣି ଦ୍ୱିତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତmahabharatanewsJanuary 20, 2026 by mahabharatanewsJanuary 20, 2026014 ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଦ୍ୱିତୀୟ ଦିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ...