ଓଡିଶାକୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫmahabharatanewsNovember 29, 2025 by mahabharatanewsNovember 29, 2025011 ବଲାଙ୍ଗୀର ସଦର ପୋଲିସ ପକ୍ଷରୁ କୁଟୁରାପାଲି ଗ୍ରାମର ଧିରୁ ଥାନାପତିଙ୍କ କୁକୁଡ଼ା ଫାର୍ମରେ ଚାଲୁଥିବା ଜୁଆ ଅଡ୍ଡାରେ ଆକସ୍ମିକ ଚଢ଼ାଉ କରାଯାଇ ୧୭ ଜଣ ଯୁଆଡ଼ିଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର SDPO ସାମ୍ବାଦିକ ସମ୍ମିଳନୀରେ...