ଓଡିଶାସିଦ୍ଧି ବିନାୟକ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତmahabharatanewsAugust 29, 2026 by mahabharatanewsAugust 29, 2026027 ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ମାନ୍ୟବର ବିଧାୟକ ନବୀନ କୁମାର ଜୈନ...
ଓଡିଶାବଲାଙ୍ଗିର ଜିଲ୍ଲାର ପ୍ରତିଷ୍ଠିତ ବ୍ୟବସାୟୀ ନରେନ୍ଦ୍ର କୁମାର ହୋଇଛନ୍ତି ଉଦ୍ଧାରmahabharatanewsAugust 16, 2026 by mahabharatanewsAugust 16, 2026028 ଗତକାଲି ବଲାଙ୍ଗୀର ଅଞ୍ଚଳରୁ ତାଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଥିଲେ। ଅଭିଯୋଗ ପରେ ବଲାଙ୍ଗୀର ପୋଲିସ ତନାଘନା ଆରମ୍ଭ କରିଥିଲା। ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁଙ୍କ ଲୋକେଶନ ଖଣ୍ଡଗିରି ଅଞ୍ଚଳର ଏକ...
ଓଡିଶାଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକmahabharatanewsJanuary 24, 2026 by mahabharatanewsJanuary 24, 2026070 ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ଗାନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ...
ଓଡିଶାକୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫmahabharatanewsNovember 29, 2025 by mahabharatanewsNovember 29, 2025067 ବଲାଙ୍ଗୀର ସଦର ପୋଲିସ ପକ୍ଷରୁ କୁଟୁରାପାଲି ଗ୍ରାମର ଧିରୁ ଥାନାପତିଙ୍କ କୁକୁଡ଼ା ଫାର୍ମରେ ଚାଲୁଥିବା ଜୁଆ ଅଡ୍ଡାରେ ଆକସ୍ମିକ ଚଢ଼ାଉ କରାଯାଇ ୧୭ ଜଣ ଯୁଆଡ଼ିଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର SDPO ସାମ୍ବାଦିକ ସମ୍ମିଳନୀରେ...