ହକି ବିଶ୍ୱକପ ପାଇଁ ପଞ୍ଚାୟତରେ ଆୟୋଜନ ନହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
ଘଷିପୁରା : ହକି ବିଶ୍ଵକପ୍ ର ଉଦଘାଟନୀ ସମାରୋହର ସିଧା ପ୍ରସାରଣ ଦେଖିବା ପାଇଁ କେନ୍ଦୁଝର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ବ୍ୟବସ୍ଥା କରାଯାଇଥିବା ବେଳେ, ଏହାର ବ୍ୟତିକ୍ରମ ଘସିପୁରା ବ୍ଳକ ଭଣ୍ଡାରିଡ଼ିହା ପଞ୍ଚାୟତରେ...
