ଭାରତସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନରmahabharatanewsSeptember 6, 2022 by mahabharatanewsSeptember 6, 20220121 ନୂଆଦିଲ୍ଲୀ: ଆଇଏଫଏସ ଅଫିସର ସଞ୍ଜୟ ବର୍ମାଙ୍କୁ କାନାଡାର ହାଇ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଚିକାଗୋର କନସଲଟାଣ୍ଟ ଜେନେରାଲ ଅଫ ଇଣ୍ଡିଆର ଅମିତ କୁମାରଙ୍କୁ କୋରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ୧୯୮୮...