ଓଡିଶା୧୪୮ କୋଟି ବ୍ୟୟ ଅଟକଳରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ପାର୍କmahabharatanewsMay 22, 2023 by mahabharatanewsMay 22, 20230103 କଳାହାଣ୍ଡି/ ଗୋଲାପ ସାହୁ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ରେ ନିର୍ମାଣ ହେବ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିୟମ ସୂଚନା ଦେଲେ 5T ସଚିବ ଭି.କେ କାର୍ତ୍ତିକ ପାଣ୍ଡିଆନ ।...