ଓଡିଶାରାଜନୀତିଦୀପାଳି ଭରିବେ ନାମାଙ୍କନ, ଶକ୍ତି ପଦର୍ଶନ କରିବ ବିଜେଡିmahabharatanewsApril 18, 2023 by mahabharatanewsApril 18, 20230110 ଝାରସୁଗୁଡ଼ା : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା...
ଓଡିଶାରାଜନୀତିଝାରସୁଗୁଡା ଉପନିର୍ବାଚନ : ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିmahabharatanewsApril 13, 2023 by mahabharatanewsApril 13, 20230132 ଝାରସୁଗୁଡା : ଆଜି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି | ଏନେଇ ବୁଧବାର ବିଜେପି ମଧ୍ୟ ତା ପ୍ରାର୍ଥୀର ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ବିଧାୟକ ପ୍ରାର୍ଥୀ...
ଓଡିଶାରାଜନୀତିମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନmahabharatanewsMarch 29, 2023 by mahabharatanewsMarch 29, 20230117 ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ...