ଓଡିଶାରାଜନୀତିଝାରସୁଗୁଡା ରେଜଲ୍ଟ : ବହୁ ଆଗରେ ବିଜେଡିmahabharatanewsMay 13, 2023 by mahabharatanewsMay 13, 20230127 ଝାରସୁଗୁଡା ଫଳାଫଳ : ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜ ପତିଆରା ପ୍ରଦର୍ଶନ କରୁଛି ବିଜେଡି...