ଓଡିଶାହାତୀର ଆତ୍ମା ଶାନ୍ତି ପାଇଁ ହେଲା ନାମଯଜ୍ଞ ଓ ରୁଦ୍ରାଭିଷେକmahabharatanewsJuly 2, 2022 by mahabharatanewsJuly 2, 20220193 ଯୁଯୁମୁରା: ଦନ୍ତାର ହାତୀର ଆତ୍ମା ଶାନ୍ତି ପାଇଁ ଆୟୋଜନ କଲେ ନାମଯଜ୍ଞ ଓ ରୁଦ୍ରାଭିଷେକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ନୂଆବରଣ୍ଡାମାଳ ପଞ୍ଚାୟତ ଅଧିନ ସାପଲହରାରେ ।...