ବ୍ଲକ ଅଧ୍ୟକ୍ଷଙ୍କ ବଦାନ୍ୟତା, ସହସ୍ରାଧିକ ବୃଦ୍ଧବୃଦ୍ଧାଙ୍କୁ ବାଣ୍ଟିଲେ ଛତା ଚପଲ
କଳାହାଣ୍ଡି ଜିଲ୍ଲାର ଏକ ଉଦିୟମାନ ଯୁବ ରାଜନୈତିକ ପ୍ରତିଭା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ।ତାଙ୍କର ରାଜନୈତିକ ଶୈଳୀକୁ ଦେଖି ବିରୋଧୀ ମଧ୍ୟ ଛାନିଆ।ବ୍ଲକ ଅଧକ୍ଷ ସହ ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତା ଭାବେ...
