ଲିଭ୍-ଇନ୍ ରିଲେସନ ସମ୍ପର୍କିତ ଦୁଷ୍କର୍ମ ଓ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ଏକ ଲିଭ୍-ଇନ୍ ରିଲେସନ ସମ୍ପର୍କିତ ଦୁଷ୍କର୍ମ ଓ ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ସମ୍ପର୍କ ସହମତିରେ ହୋଇଥାଏ ଏବଂ ଦମ୍ପତି ପରେ ଅଲଗା ହୋଇଯାଆନ୍ତି, ତେବେ ଏହାକୁ ଦୁଷ୍କର୍ମ...
