ଅପରାଧଓଡିଶାବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନmahabharatanewsOctober 22, 2023 by mahabharatanewsOctober 22, 20230170 ଭୁବନେଶ୍ୱର: ପୂଜା ମଣ୍ଡପରେ ମାତିଲେ ଲୁଟେରା । ପାର୍ବଣ ବେଳେ ପୋଲିସିର ସାମ୍ନାରୁ ଲୁଟି ନେଲେ ସୁନା ଗହଣା । ଭୁବନେଶ୍ୱର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ ଆତଙ୍କ । ୧୫ ମିନିଟରେ ପୂଜାମଣ୍ଡପରୁ...