Tag : Mahabharata

ଅପରାଧ

ଏସପି ଅଫିସ ସମ୍ମୁଖରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews
ଉନ୍ନାଓ: ପୁଣି ଥରେ ଉତ୍ତର ପ୍ରଦେଶ ଉନ୍ନାଓରେ ଅ ।ଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଅ ।ସିଛି । ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ...
ରାଜନୀତି

 କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ: ଧର୍ମେନ୍ଦ୍ର ପ୍ରଧାନ

mahabharatanews
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତର ଲୋକଙ୍କୁ ମାଲିକ ହେବାକୁ ପଡିବ । ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି...
Uncategorized

ବିଜୟ ଦିବସ: ସେନାର ବୀରତ୍ୱକୁ ମନେପକାଇଲେ ମୋଦି

mahabharatanews
ନୂଆଦିଲ୍ଲୀ: ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଆଜିର ଦିନରେ ଭାରତ ବଜୟ ହାସଲ କରିଥିଲା । ଭାରତ ମାତାକୁ ବିଜୟୀ କରିଥିବା...
Uncategorized

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

mahabharatanews
(ଆଲିଗଡ): ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟିର ଛାତ୍ର ଓ ପୋଲିସ ମୁହାମୁହିଁ ହେବା ପରେ ଏଠାରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ଆସନ୍ତାବର୍ଷ ଜାନୁଆରୀ...
ରାଜନୀତି

ପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା

mahabharatanews
(ପାଟନା): ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ରବିବାର ସନ୍ଧ୍ୟାରେ ତାଙ୍କ ଶାଶୁ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।...
ରାଜନୀତି

ଅ।ଜମଙ୍କ ପୁଅଙ୍କ ବିଧାୟକ ପଦ ରଦ୍ଦ

mahabharatanews
ଆଲହାବାଦ: ଜାଲ୍ ସାର୍ଟିଫିକେଟ ଦାଖଲ କରି ର୍ନିବାଚନ ଜିତିଥିବା ଅଭିଯୋଗରେ ଅ।ହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସୁଅର ବିଧାନସଭାର ବିଧାୟକ ଅବଦୁଲ୍ଲା ଅ।ଜମ ଖାନଙ୍କ ପଦବୀ ରଦ୍ଦ କରିଛନ୍ତି । ଅବଦୁଲ୍ଲା ହେଉଛନ୍ତି ଉତ୍ତର...
ଓଡିଶା

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

mahabharatanews
(ମହାଭାରତ, ବଲାଣି): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଲାଣି ଅଞ୍ଚଳରେ ୧୧ କେଭି ବିଦ୍ୟୁତ ଆଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ନେସ୍କୋ...
ଓଡିଶା

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

mahabharatanews
(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ବିଉଁରିଆ ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ୍ ଚାଳକ ଖୁଣ୍ଟରେ ପିଟି ହୋଇ ପ୍ରାଣ...
ଓଡିଶା

ବାଇକ୍କୁ ଧକ୍କା ଦେଇ ଓଲଟିଲା ବସ, ୧ ମୃତ ୭ ଗୁରୁତର

mahabharatanews
(ମହାଭାରତ, ହିଞ୍ଜିଳିକାଟୁ): ତପ୍ତପାଣି ଘାଟି ଠାରେ ଏକ ପିକନିକ୍ ବସ୍ ଗୋଟିଏ ବାଇକ୍କୁ ଧକ୍କା ଦେବା ଫଳରେ ବସର ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଏହା ଓଲଟି ପଡିଥିବା ଜଣାଯାଇଛି । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର...
ଓଡିଶା

ବାଇକ୍ ଦୁର୍ଘଟଣାରେ ୨ ମୃତ

mahabharatanews
(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ବପାଣି ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଜୟପାଟଣା ବ୍ଲକ ଅନ୍ତର୍ଗତ...