Uncategorizedଅନ୍ଧବିଶ୍ୱାସ ଘେରରେ ମଧ୍ୟ ପ୍ରଦେଶmahabharatanewsSeptember 7, 2021 by mahabharatanewsSeptember 7, 20210266 (ମହାଭାରତ):ଅନ୍ଧ ବିଶ୍ୱାସ ଘେରରେ ପଡ଼ି ମଣିଷ କେତେକଣ କରିବସେ । ସେ ସମୟରେ ସେ ନିଜେ ବି ଜାଣି ପାରେନି ତାହା ଠିକ କି ଭୁଲ । ଏମିତି କିଛି କରି ବସେ ଯାହାକି...
Uncategorizedତାଲିବାନରେ ଏୟାର ଷ୍ଟ୍ରାଇକ୍mahabharatanewsSeptember 7, 2021 by mahabharatanewsSeptember 7, 20210176 (କାବୁଲ): ସରିନି ପଞ୍ଜଶିରର ଲଢ଼େଇ । ତାଲିବାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲା କି ତାଲିବାନ ସମ୍ପୂର୍ଣ୍ଣ ରୂପେ ପଞ୍ଜଶିରକୁ ଦଖଲ କରିଦେଇଛି । ମାତ୍ର ଘୋଷଣା କରିବାର ଗୋଟିଏ ଦିନ ପରେ...
ଓଡିଶାଆସନ୍ତା କାଲି ପୋରା ଉଆଁସ ପର୍ବmahabharatanewsSeptember 6, 2021 by mahabharatanewsSeptember 6, 20210196 (ଓମ ପ୍ରକାଶ ମିଶ୍ର / ସୋନପୁର) ; ଆସନ୍ତା କାଲି ପୋରା ଉଁଆସ ପର୍ବ । ଚଳିତ ବର୍ଷ ପାଇଁ ବିକ୍ରି ହେଲାଣି ଟେରାକୋଟାରେ ତିଆରି କୁଣ୍ଡିକାଞ୍ଚି,ହନୁମାନ ଓ କାଠରେ ତିଆରି ଘୋଡ଼ା ଓ...
ଓଡିଶାପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେmahabharatanewsSeptember 6, 2021 by mahabharatanewsSeptember 6, 20210154 (ଝାରସୁଗୁଡ଼ା): ମରୁଡ଼ି ଆଶଙ୍କା କରି ଇନ୍ଦ୍ର ପୂଜା କଲେ ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଳା କିରମିରା ବ୍ଲକର ଠାକୁରପଡ଼ା ଗାଁରେ । ତେବେ...
ଅପରାଧଅଶାରାମ ବାପୁଙ୍କ ଆବେଦନକୁ ଖାରଜmahabharatanewsAugust 31, 2021 by mahabharatanewsAugust 31, 20210165 (ନୂଆଦିଲ୍ଲୀ): ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ଆଶାରାମ ବାପୁଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେ ଦୁଷ୍କର୍ମ ମାମଲାରେ ପାଇଥିବା ଆଜୀବନ କାରାଦଣ୍ଡକୁ ଅସ୍ଥାୟୀ ରୂପେ ଖାରଜ...
ଓଡିଶାରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲାmahabharatanewsAugust 31, 2021 by mahabharatanewsAugust 31, 20210167 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ୬୩୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...
Uncategorizedଦେଶରେ ୨.୧୮ କୋଟି ଟୀକା ଉପବବ୍ଧ ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ mahabharatanewsJuly 28, 2021 by mahabharatanewsJuly 28, 20210173 ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଜଣାଇଛନ୍ତି କି, ଦେଶରେ ବର୍ତ୍ତମାନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ବିଭିନ୍ନ ଘରୋଇ ହସ୍ପିଟାଲରେ ୨.୧୮ କୋଟି ଅବ୍ୟବହୃତ କରୋନା ଟୀକା ଉପଲବ୍ଧ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ...
ଅପରାଧଓଡିଶାମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେmahabharatanewsJuly 19, 2021 by mahabharatanewsJuly 19, 20210227 (ରିପୋଟର୍ସ ଟୁଡେ) ; ମୋ ମା କହୁଛି ଦେହ ବିକ୍ ଆଉ ମତେ ପଇସା ଦେ , କଥାଟା ଶୁଣିବାକୁ ଖରାପ ଲାଗୁଥିଲେ ବି ସତ । କଥାରେ ଅଛି ମା ନାହିଁ ଯାହାର...
ରାଜନୀତିବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି mahabharatanewsMarch 24, 2021 by mahabharatanewsMarch 24, 20210245 ଭୁବନେଶ୍ୱର/ ରାଜେଶ ସାହୁ: ବିଧାନସଭାରେ ଉଠିଲା ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁ ମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ...
ଅପରାଧରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହmahabharatanewsMarch 3, 2021 by mahabharatanewsMarch 3, 20210254 କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ଚଢେଇଭୋଳ ନିକଟରେ ଜଣେ ନାବାଳିକ ମୁର୍ମୂଷ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ନାବାଳିକାର ସ୍ଥିତି ଗୁରୁତର ରହିଛି ଓ ସେ ନିଜ ପରିଚୟ, ଠିକଣା କହିବାକୁ...