ଓଡିଶାବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସରmahabharatanewsOctober 21, 2020 by mahabharatanewsOctober 21, 20200426 ଜଗତସିଂହପୁର: ଏସଆଇଙ୍କ ନାଲିପାଣି ନିଶା । ନିଶା ଏମିତି କି ବାବୁଙ୍କର ଆଉ ବର୍ଦି ପ୍ରତି ନିଘା ନାହିଁ । ବର୍ଦିରେ ବସି ସର୍ବସମ୍ମୁଖରେ ମଦ ପିଇବା ସହ ଝାଡୁଛନ୍ତି ବର୍ଦ୍ଦିର ରୋପ ।...
ଓଡିଶାଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନmahabharatanewsJune 27, 2020 by mahabharatanewsJune 27, 20200256 ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କିନ୍ତୁ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିôବା ପ୍ରବାସୀ ତଥା ଶ୍ରମିକ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଥିôବା କୋଠା ନିର୍ମାଣରେ...
ଅପରାଧଓଡିଶାଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟାmahabharatanewsJune 16, 2020 by mahabharatanewsJune 16, 20200484 (ଢଙ୍କାନାଳ /ମନାଲିସା ମିଶ୍ର) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଜଣେ ଯୁବକକୁ ରାଇପୁର ଛକ ନିକଟରେ ଗତ କାଲି ସନ୍ଧ୍ୟା ସମୟରେ କିଛି ଦୁର୍ବୁର୍ତ୍ତ ସଂଘବଧ ଆକ୍ରମଣ କରି...
ଓଡିଶାରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେmahabharatanewsMay 20, 2020 by mahabharatanewsMay 20, 20200496 ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ କ୍ଷ ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ...
Uncategorizedବିଶ୍ୱରେ ୩୮,୧୮,୮୦୦ କରୋନା ଆକ୍ରାନ୍ତ ବିଶ୍ୱରେ ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁmahabharatanewsMay 7, 2020 by mahabharatanewsMay 7, 20200410 ଓ୍ବାଶିଂଟନ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୮,୧୮,୮୦୦ରେ ପହଞ୍ଚିଛି। ସେହିପରି ୨୪...
ଓଡିଶାନରସିଂହପୁରର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ଅଗ୍ନିଶମmahabharatanewsApril 17, 2020 by mahabharatanewsApril 17, 20200404 (ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): କରୋନା ପ୍ରଭାବରେ ସାରାବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ କଟକ ଜିଲ୍ଲାର ନରସିଂହପୁର ରେ ଜନଜୀବନ ପ୍ରଭାବିତ ହୋଇଯାଇଛି ।୨୧ ଦିନିଆ ଲକ ଡାଉନ ନେଇ ଲୋକ ମାନେ ଘରୁ ବାହାରକୁ...
ଓଡିଶାକରୋନ କଟକଣାକୁ ଫୁ, ପ୍ରତି ୱାର୍ଡରେ ମିଳୁନି ଟୋକେନmahabharatanewsApril 6, 2020 by mahabharatanewsApril 6, 20200308 (ସୁନ୍ଦର ପାଣୀ, କୋରାପୁଟ): କରୋନାର ସଂକ୍ରମଣ ରୋକିବା ପାଇଁ ଜିଲ୍ଳା ପ୍ରଶାସନ ବିଭିନ୍ନ କଟକଣା ଓ ନିୟମ କରିଛନ୍ତି । ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ତୃଣମୂଳସ୍ତରରେ...
ଓଡିଶାକରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେmahabharatanewsApril 5, 2020April 5, 2020 by mahabharatanewsApril 5, 2020April 5, 20200433 (ଜଳେଶ୍ୱର/ଅଜିତ ସାହୁ): କୋରନା ପାଇଁ ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେ ମେ, ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ସମଗ୍ର ବିଶ୍ଵରେ କୋରୋନା ଆତଂକରେ କବଳିତ ହୋଇଥିବା ବେଳେ,ଏହାର ମୁକା ବିଲା ପାଇଁ...
ଓଡିଶାମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟାmahabharatanewsApril 2, 2020 by mahabharatanewsApril 2, 20200279 (ଜୟନ୍ତ କୁମାର ସେଠୀ, ଗୋପ): ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା ପରମ୍ପରା କ୍ରମେ ରାମ ନବମୀ ତିଥିରେ ଆରମ୍ଭ ହୋଇଛି । କଟକର ଖପୁରିଆ ସରକାରୀ କରତ...
ଓଡିଶାଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳାmahabharatanewsDecember 20, 2019 by mahabharatanewsDecember 20, 20190433 (ମହାଭାରତ, କଳିଙ୍ଗନଗର): ଚାଷ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ଚିରସ୍ଥାୟୀ କରିବାକୁ ଚାଷ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପଙ୍କପାଳ ଓ ବାରବାଙ୍କି ଗାଁ ପଞ୍ଚାୟତରେ ଜୈବିକ ଚାଷ ଉପରେ ଏକ କର୍ମଶାଳା ଆୟୋଜିତ...