ଅପରାଧଓଡିଶା

ଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା

(ଢଙ୍କାନାଳ /ମନାଲିସା ମିଶ୍ର) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଜଣେ ଯୁବକକୁ ରାଇପୁର ଛକ ନିକଟରେ ଗତ କାଲି ସନ୍ଧ୍ୟା ସମୟରେ କିଛି ଦୁର୍ବୁର୍ତ୍ତ ସଂଘବଧ ଆକ୍ରମଣ କରି ଗୁରୁତର ଆହତ କରିଥିଲେ ।ଗୁରୁତ୍ୱର ଆହାତ ବ୍ୟକ୍ତି ହେଲେ ଚିକୁନ ବିଶ୍ୱାଳ । ଗୁରୁତ୍ୱର ବ୍ୟକ୍ତିକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଘଟଣାକୁ ନେଇ ତରଭା ଗ୍ରାମରେ ଅଶାନ୍ତ ପରିସ୍ଥିତି ଲାଗିରହିଛି। ଗ୍ରାମରେ ପୋଲିସ ପହଞ୍ଚି ତନାଘନା ଜାରି ରହିଛି।

Related posts

ଏଚଆଇଭି ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟା

mahabharatanews

ବର୍ଷା ସମ୍ଭାବନା: ଆସନ୍ତା ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣି ଜାରି 

mahabharatanews

ସଜିଦକୁ ଅନୁଦାନ ମଞ୍ଜୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା

mahabharatanews