ଓଡିଶାଜାତିସଂଘର ଜନସେବା ପୁରସ୍କାରରେ ମୋ ବସ୍ ପୁରସ୍କୃତmahabharatanewsJune 23, 2022 by mahabharatanewsJune 23, 20220172 ଭୁବନେଶ୍ୱର : ଗତ ବୁଧବାର ମିଳିତ ଜାତିସଂଘର ଜନସେବା ପୁରସ୍କାରରେ ଓଡିଶାର ରାଜଧନୀ ପରିବାହନ ମୋ ବସ୍ ତାର ଉତ୍ତମ ପଦକ୍ଷେପ ପାଇଁ ଓଡିଶାକୁ ଗର୍ବ ଆଣି ଦେଇଛି । ମିଳିତ ଜାତିସଂଘର ଏହି ଜନସେବା...