ଭାରତଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନmahabharatanewsMay 13, 2024 by mahabharatanewsMay 13, 20240113 (ମୁମ୍ବାଇ) : ଅଭିନେତା ଅଲୁ ଅର୍ଜୁନ ସକାଳେ ତେଲେଙ୍ଗାନାର ଜୁବୁଲି ପାହାଡରେ ଥିବା ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେ ସାଧାରଣ ଭୋଟରଙ୍କ ପରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ବିରୋଧରେ...
ମନୋରଞ୍ଜନବିବାହକୁ ନେଇ ମୁହଁ ଖୋଲିଲେ ଏକତା କପୁରmahabharatanewsMay 12, 2024 by mahabharatanewsMay 12, 2024087 (ମୁମ୍ବାଇ) : ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ। ଏକତା କପୁର ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ଓ ନିର୍ଦେଶକ ଭାବେ ଏକ...
ଭାରତଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତରmahabharatanewsMay 12, 2024 by mahabharatanewsMay 12, 20240162 (ମୁମ୍ବାଇ) : ପୁଷ୍ପା ଅଭିନେତା ପୁଣିଥରେ ଆଲୋଚନାକୁ ଆସିଛନ୍ତି। ତେବେ ଏଥର ଅଭିନେତା ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ସମ୍ବାଦରେ ଅଛନ୍ତି। ଅଭିନେତା ଆଇନଗତ ମାମଲାରେ ଛନ୍ଦି ହୋଇ...
ମନୋରଞ୍ଜନଟିକେଟ ଦେବା ପୂର୍ବରୁ ଏମିତି କିଛି ହେଇଥିଲା କହିଲେ କଙ୍ଗନା mahabharatanewsMay 11, 2024 by mahabharatanewsMay 11, 20240182 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୟରୁଙ୍କୁ ହିମାଚଳର ମଣ୍ଡିରୁ ପ୍ରାର୍ଥୀ କରିବା ପରେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ସେ କ୍ରମାଗତ ଭାବେ ରାଲି କରୁଛନ୍ତି। ରାଲି ସମୟରେ କଙ୍ଗନା ଏଭଳି...
ମନୋରଞ୍ଜନ୪୫୦ଟଙ୍କା ଦେବାକୁ ମନା କରି ଚର୍ଚାରେ ଅଭିନେତା ବିକ୍ରାନ୍ତmahabharatanewsMay 10, 2024 by mahabharatanewsMay 10, 20240124 (ମୁମ୍ବାଇ) : ଟେଲିଭିଜନ ପରେ ବଲିଉଡରେ ପାଦ ରଖିଥିବା ଜଣାଶୁଣା ଅଭିନେତା ବିକ୍ରାନ୍ତ ମାସେ ଆଜି ଇଣ୍ଡଷ୍ଟ୍ରିର ଏକ ବଡ଼ ଚେହେରା । ନିକଟରେ ତାଙ୍କର ଚଳଚ୍ଚିତ୍ର 12th Fail’ଖୁ ବଡ଼ ସଫଳତା ମିଳିଖିଲା...
ମନୋରଞ୍ଜନଭାଇରଲ ହେଲା ଦୀପିକାଙ୍କର ବେବି ବମ୍ପ ଫୋଟୋmahabharatanewsMay 9, 2024May 9, 2024 by mahabharatanewsMay 9, 2024May 9, 20240105 (ମୁମ୍ବାଇ) : ବହୁ ବର୍ଷର ବିବାହ ପରେ ଦୀପିକା ଏବଂ ରଣଭୀର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ...
ଭାରତମନୋରଞ୍ଜନବିଜେପିରେ ଯୋଗ ଦେଲେ ଶେଖର ସୁମନmahabharatanewsMay 8, 2024 by mahabharatanewsMay 8, 20240120 (ମୁମ୍ବାଇ) : ବଲିଉଡ ଅଭିନେତା ଶେଖର ସୁମନ୍ ନିଜ ୱେବ୍ ସିରିଜ୍ ‘ହିମାମଣ୍ତି’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଅଭିନେତା ବର୍ତ୍ତମାନ ଆଉ ଏକ ବଡ଼ ନ୍ୟୁଜକୁ ନେଇ ହେଡଲାଇନରେ ଅଛନ୍ତି...
ମନୋରଞ୍ଜନଖୁବଶୀଘ୍ର ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’mahabharatanewsMay 7, 2024 by mahabharatanewsMay 7, 20240126 (ମୁମ୍ବାଇ) : ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ର କ୍ରେଜ୍ ଜବରଦସ୍ତ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ, ଶୋ’ର ଦୁଇଟି ଭାଗ ରିଲିଜ୍ ହୋଇଛି । ଏହି ସିରିଜର ତୃତୀୟ ପାର୍ଟକୁ...
ମନୋରଞ୍ଜନ ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂmahabharatanewsMay 5, 2024 by mahabharatanewsMay 5, 20240141 (ମୁମ୍ବାଇ) : ହାସ୍ୟାଭିନେତ୍ରୀ ଭାରତୀ ସିଂହ ଗଲ ବ୍ଲାଡରରେ ଷ୍ଟୋନ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଘରକୁ ଫେରି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଭାରତୀ ଏକ ନୂଆ ବ୍ଲଗ ପୋଷ୍ଟ କରିଛନ୍ତି। ଏହି ବ୍ଲଗରେ...
ମନୋରଞ୍ଜନ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ନାହିଁ କରୀନା କପୁରmahabharatanewsMay 4, 2024 by mahabharatanewsMay 4, 20240148 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କିଛି ମାସ ହେବ ଆଗାମୀ ଚଳଚ୍ଚିତ୍ର ‘ଟକ୍ସିକ୍’ ପାଇଁ ଚର୍ଚ୍ଚାରେ ଥିଲେ। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦର୍ଶକ ଦେଖିବାକୁ ପାଇବେ ବୋଲି...