ମନୋରଞ୍ଜନଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋmahabharatanewsMay 14, 2023 by mahabharatanewsMay 14, 20230117 (ମୁମ୍ବାଇ) : ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ । ବିବାହକୁ ନେଇ ଦେଓଲ ବହୁତ ଖୁସି ଅଛନ୍ତି। କରଣ ଖୁବ୍ ଶୀଘ୍ର ତାଙ୍କର ଦୀର୍ଘ ସମୟର ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ମାସ ପୂର୍ବେ କରଣ...
ମନୋରଞ୍ଜନ୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’mahabharatanewsMay 14, 2023 by mahabharatanewsMay 14, 20230146 (ମୁମ୍ବାଇ) : ଟ୍ରେଲର ରିଲିଜ ହେବା ଦିନଠାରୁ ଫିଲ୍ମ ‘The Keral Story’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ବଢିବାରେ ଲାଗିଛି ଦର୍ଶକଙ୍କ ଭିଡ଼ ...
ମନୋରଞ୍ଜନସରିଲା ନିର୍ବନ୍ଧmahabharatanewsMay 14, 2023 by mahabharatanewsMay 14, 20230132 (ଦିଲ୍ଲୀ) : ସରିଲା ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ନିର୍ବନ୍ଧ । ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଛି କନ୍ନଟପ୍ଲେସ୍ସ୍ଥିତ କପୁରତାଲା ହାଉସରେ ହୋଇଥିବା ନିର୍ବନ୍ଧର ଫଟୋ...
ମନୋରଞ୍ଜନ‘The Keral Story’ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି : ସୁପ୍ରିମକୋର୍ଟmahabharatanewsMay 12, 2023 by mahabharatanewsMay 12, 20230137 (ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ବ୍ୟାନ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଯଦି ଅନ୍ୟ ରାଜ୍ୟରେ ଶାନ୍ତିରେ ଏହି ଚଳଚ୍ଚିତ୍ର ଚାଲୁଛି ତେବେ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସୂଚନାନୁଯାୟୀ ,ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଉପରେ କଟକଣା ଲଗାଯିବା ଏବଂ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଚଳଚ୍ଚିତ୍ର ନିର୍ମାତା ବିପୁଲ ଶାହ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି...
ମନୋରଞ୍ଜନଓଟିଟିରେ ନଜର ଆସିବେ ଭାଇଜାନ୍mahabharatanewsMay 12, 2023 by mahabharatanewsMay 12, 20230134 (ମୁମ୍ବାଇ) : ପ୍ରେକ୍ଷାଲୟରେ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ ସୁପର୍ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ‘କିସି କା ଭାଇ କିସି କି ଜାନ’ ଫିଲ୍ମ ଭଲ ରିଭ୍ୟୁ ମିଳିନାହିଁ । ପ୍ରାୟ ୧୦୦...
ମନୋରଞ୍ଜନ‘ଆଦିପୁରୁଷ’ ବିରୋଧରେ ଅଭିଯୋଗmahabharatanewsMay 12, 2023 by mahabharatanewsMay 12, 20230168 (ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ‘ରାମାୟଣ’ ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନ ଅଭିନୟ କରିଛନ୍ତି । ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହେବା ପରେ ଏହା ରେକର୍ଡ ଭଙ୍ଗ କରିଛି। ଏହି ଅଭିଯୋଗ ସନାତନ ଧର୍ମ ପ୍ରଚାରକ ସଞ୍ଜୟ ଦୀନାନଥ ତିୱାରୀଙ୍କ ଦ୍ବାରା କରାଯାଇଛି । ବମ୍ବେ ହାଇକୋର୍ଟର ଓକିଲ ଆଶିଷ ରାଏ ଓ ପଙ୍କଜ ମିଶ୍ରାଙ୍କ ମାଧ୍ୟମରେ ଏହି...
ମନୋରଞ୍ଜନପୋଷାକରେ ସୁରକ୍ଷା ଧରି ବୁଲୁଛନ୍ତି ଉର୍ଫିmahabharatanewsMay 10, 2023 by mahabharatanewsMay 10, 20230142 (ମୁମ୍ବାଇ) : ସବୁବେଳେ ଡ୍ରେସ୍ ପିନ୍ଧିବାରେ ମାହିର ଉର୍ଫି ଜାଭେଦ। ଏନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଯେଉଁ ଲୁକ୍ରେ ଦେଖିବାକୁ ମିଳିଛନ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭାଇରାଲ୍...
ମନୋରଞ୍ଜନ୧୩ରେ ନିର୍ବନ୍ଧ : ଦିଲ୍ଲୀରେ ପହଞ୍ଚିଲେ ରାଘବ-ପରିଣୀତିmahabharatanewsMay 10, 2023 by mahabharatanewsMay 10, 20230109 (ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପ୍ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନରେ ବାନ୍ଧିହେବ ବୋଲି ଜଣାପଡିଛି । ଏଥି ପାଇଁ ଉଭୟ ଦିଲ୍ଲୀରେ ପହଂଚି ସାରିଛନ୍ତି । ସେମାନେ ରାଜଧାନୀ ଦିଲ୍ଲୀଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ସ୍ଥିର କରିଛନ୍ତି । ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ...
ମନୋରଞ୍ଜନଭାଇରଲ ହେଲେ ଅମିତାଭଙ୍କ କପିmahabharatanewsMay 10, 2023 by mahabharatanewsMay 10, 20230104 (ମୁମ୍ବାଇ) : ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଆପଣଙ୍କୁ ଚକିତ କରିଦେବ । ଆଜିକାଲି ଏପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆପଣ ବି ଭାବିବେ ଏହା ପ୍ରକୃତ ଅମିତାଭ। ଏ କିନ୍ତୁ ଅମିତାଭ ନୁହଁନ୍ତି, ବରଂ ତାଙ୍କର ଜେରକ୍ସ କପି। ଅମିତାଭଙ୍କ...
ମନୋରଞ୍ଜନଗିରଫ ହେଲେ ରାକ୍ଷୀ ସାୱନ୍ତଙ୍କ ଭାଇmahabharatanewsMay 10, 2023 by mahabharatanewsMay 10, 2023092 (ମୁମ୍ବାଇ) : ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଭାଇ । ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। କିଛି ଦିନ ପୂର୍ବରୁ ସେ...