ମନୋରଞ୍ଜନ

୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’

(ମୁମ୍ବାଇ) :  ଟ୍ରେଲର ରିଲିଜ ହେବା ଦିନଠାରୁ ଫିଲ୍ମ ‘The Keral Story’କୁ ନେଇ ଚର୍ଚ୍ଚା ଲାଗି ରହିଛି ।  ଏହାରି ମଧ୍ୟରେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ବଢିବାରେ ଲାଗିଛି ଦର୍ଶକଙ୍କ ଭିଡ଼  । ତେବେ ନିକଟରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି  ।

ଅନ୍ୟପକ୍ଷରେ, ଯଦି ଆମେ ପୁରା ସପ୍ତାହର ଆୟ ଉପରେ ନଜର ପକାଇବା ତେବେ ଫିଲ୍ମଟି ଏପର୍ଯ୍ୟନ୍ତ ୮୦.୮୬ କୋଟିର ବ୍ୟବସାୟ କରିସାରିଲାଣି । ଏହି ଆକଳନ ଅନୁଯାୟୀ, ଏହି ଫିଲ୍ମଟି ଖୁବଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି । ରିପୋର୍ଟ ଅନୁସାରେ, ଦ କେରଳ ଷ୍ଟୋରୀ ଓପନିଂ ଡେରେ ୮ କୋଟିର ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୦୭ କୋଟି ଏବଂ ପଞ୍ଚମ ଦିନରେ ୧୧.୧୪ କୋଟି, ଷଷ୍ଠ ଦିନରେ ୧୨ କୋଟି ଆୟ କରିଥିଲା ଏହି ବିବାଦୀୟ ଫିଲ୍ମ ।

Related posts

ପ୍ରେମକୁ ନେଇ ମୁହଁ ଖୋଲିଲେ ସବା 

mahabharatanews

ଏହି କାମ କରୁଥିବା ବେଳେ ‘‘ବନ୍ଦ କର’’କହିଲେ ସାରା

mahabharatanews

ରଣବୀରଙ୍କ ଜନ୍ମଦିନରେ ଫିଲ୍ମ ‘Animal’ର ଟିଜର ରିଲିଜ 

mahabharatanews