ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ମଣିଷ ଜୀବନ ଦୁର୍ଲଭ । ତେଣୁ ଏହାର ସୁରକ୍ଷାକୁ ଗୁରୁତ୍ଵ ଦେବା ଉଚିତ । ନିଜକୁ ସୁରକ୍ଷା ଦେବା ସହ ଅନ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ମଣିଷ...