ଓଡିଶାଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର ଟପ୍-୧୦ରେ ୭ମହିଳାmahabharatanewsOctober 7, 2022 by mahabharatanewsOctober 7, 20220129 ଭୁବନେଶ୍ୱର : ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । କେବଳ ଏତିକି ନୁହେଁ ଟପ-୧୦ରେ ୭...
ଓଡିଶାଶିକ୍ଷାପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳmahabharatanewsSeptember 9, 2022 by mahabharatanewsSeptember 9, 20220116 ମୌଖିକ ପରୀକ୍ଷା ଲାଗି ୭୮୫ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ...
ଓଡିଶାଶିକ୍ଷାଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷାmahabharatanewsJuly 28, 2022 by mahabharatanewsJuly 28, 20220200 ଓପିଏସସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୬ ତାରିଖ ରବିବାର ଦିନ...