ଓଡିଶା‘ଅପରେସନ ସାଇବର କବଚ’: ୩୬୨୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫmahabharatanewsFebruary 22, 2026 by mahabharatanewsFebruary 22, 2026010 ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ...
ଓଡିଶାପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଅପମାନ କରୁଛନ୍ତି ଡିଏସ୍ପିmahabharatanewsFebruary 2, 2026 by mahabharatanewsFebruary 2, 2026019 ଓଡ଼ିଶା ପୋଲିସର (ଓଡ଼ିଶା ପୋଲିସ ସଂଗଠନ / ଗୃହ ବିଭାଗ, ଓଡ଼ିଶା ସରକାର) ଡିଏସ୍ପି ରଶ୍ମି ରଞ୍ଜନ ଦାସ, ଯିଏ ବର୍ତ୍ତମାନ ଜଗତସିଂପୁରରେ କାର୍ଯ୍ୟରତ। ଯିଏ ତାଙ୍କ କେଶକୁ ଚମକଦାର ରଙ୍ଗରେ ରଙ୍ଗ କରିଛନ୍ତି,...
ଓଡିଶାଡକ୍ଟର ସତ୍ୟଜିତ ନାୟକଙ୍କୁ ଡିଜିପିଙ୍କ ଡିସ୍କରେ କରାଯାଇଛି ସମ୍ମାନିତmahabharatanewsJanuary 12, 2026 by mahabharatanewsJanuary 12, 2026023 କଟକର କେନ୍ଦ୍ରୀୟ ରେଞ୍ଜର ପୋଲିସ ମହାନିରୀକ୍ଷକ ଡକ୍ଟର ସତ୍ୟଜିତ ନାୟକ, ପୂର୍ବ ରେଞ୍ଜ ପୋଲିସ ଉପନିରୀକ୍ଷକ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁକରଣୀୟ ପୋଲିସ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା...
ଓଡିଶାମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣmahabharatanewsJanuary 4, 2023 by mahabharatanewsJanuary 4, 20230198 ଭୁବନେଶ୍ୱର : ଗୋଟିଏ ପଟେ କମିଶନରେଟ ପୋଲିସର ବୁକିଂ ଚେକିଂ ଜୋରଦାର | ଭୁବନେଶ୍ଵର ରାସ୍ତା ଉପରେ ମାଳ ମାଳ ପୋଲିସ | ଅନ୍ୟପଟେ ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ |...
ଓଡିଶାରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀmahabharatanewsApril 21, 2022 by mahabharatanewsApril 21, 20220282 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ...