ଓଡିଶାଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତିmahabharatanewsJune 6, 2026 by mahabharatanewsJune 6, 2026014 ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ । ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ । କେଇ ମିନିଟ୍ରେ କାଳବୈଶାଖୀ ଛାରଖାର କରିଦେଲା ଜନତା ମଇଦାନକୁ । କୁଆପଥର ବର୍ଷା...