ରାଜନୀତିପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇmahabharatanewsNovember 14, 2022 by mahabharatanewsNovember 14, 20220156 ପଦ୍ମପୁର/ହରପ୍ରସାଦ ବିଶୋୟୀ: ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ୟ୍ୟ ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ...
ଓଡିଶାରାଜନୀତିସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡିmahabharatanewsNovember 9, 2022 by mahabharatanewsNovember 9, 20220160 ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ ।...
ଓଡିଶାରାଜନୀତିପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵmahabharatanewsNovember 8, 2022 by mahabharatanewsNovember 8, 20220170 ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟ ପରେ ଅଧିକ ସତର୍କ ହୋଇଥିବା ଜଣାପଡିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେଡି ।...