ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ଆଗକୁ ବଢାଇବେ ଆଇଟିଆଇ ଛାତ୍ରଛାତ୍ରୀ ।
ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ଆଗକୁ ନେବେ ଆଇଟିଆଇ ଛାତ୍ରଛାତ୍ରୀ ସେଥିପାଇଁ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଶିକ୍ଷାର୍ଥୀଙ୍କୁ ଦିଆଯିବ ପ୍ରଶିକ୍ଷଣ, ତେବେ ଭେଣ୍ଡର ଭାବେ ପଞ୍ଜୀକରଣକୁ ସରକାରଙ୍କ ପ୍ରୋତ୍ସାହନ ଦେବେ ଏହାସହ ରାଜ୍ୟରେ...
