ଓଡିଶାରାଜନୀତିସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼mahabharatanewsJuly 27, 2024 by mahabharatanewsJuly 27, 20240145 ମରଣକାଳେ ବୀପରିତ ବୁଦ୍ଧି । କ୍ଷମତାଲୋଭୀ ବବିଙ୍କ ପାଇଁ ବିଜେଡି ଦୁଇ ଫାଳ । ୨୪ବର୍ଷର ସରକାରର ପତନ ପରେ ଦଳରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି,ହେଲେ ବବି ବାବୁ କିନ୍ତୁ କିଛି ବୁଝିବାକୁ ନାରାଜ...