Accidentଓଡିଶା

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ଅଘଟଣ । ଅଗ୍ନିକାଣ୍ଡ ଘଟି ଜଳିଲା ୭ ଦୋକାନ । ଲକ୍ଷାଧିକ ଟଙ୍କା ର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଆଜି ରାତି ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଖଟିଥିବା କୁହା ଯାଇଛି । ତେବେ ବିଦ୍ୟୁତ୍ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଘଟିଥିବା ଜଣାପଡିଛି । ଏକ ଲସି ଦୋକାନ, ଦୁଇଟି ପେଟ୍ରୋଲ ଦୋକାନ, ଜଳଖିଆ ଦୋକାନ,ଚପଳ ଦୋକାନ, ସାଇକଲ, ଗଦି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାକୁ ନେଇ ବ୍ୟବସାୟୀ ମହଲରେ ଦୁଃଖ ପ୍ରକାଶ କରାଯାଇଛି ।

Related posts

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

mahabharatanews

 ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ

mahabharatanews

ଆଜିଠୁ ଚାଲିବ ତେଜସ୍ କୋଚ୍ 

mahabharatanews