ଭାରତଦେଶରେ ଉଦଘାଟନ୍ ହେଲା ନିଯୁକ୍ତି ମେଳାmahabharatanewsOctober 22, 2022 by mahabharatanewsOctober 22, 20220152 ନୂଆଦିଲ୍ଲୀ: ଦେଶରେ ଯୁବକମାନଙ୍କୁ ଦୀପାବଳି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କଲେ ନିଯୁକ୍ତି ମେଳା । ଯାହା ଅଧୀନରେ ୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।...