ଓଡିଶାଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହmahabharatanewsMarch 6, 2026 by mahabharatanewsMarch 6, 202602 ପବିତ୍ର ହୋଲି ପର୍ବ ଅବସରରେ କଟକ ଜିଲ୍ଲା କାଳିକାପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାଳିକାପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଖଡ଼ଗପୁର ସ୍ଥିତ ଆଇ.ଆଇ.ଟିର...