ଓଡିଶାକୋରେଇ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ବାର୍ଷିକୀ mahabharatanewsMarch 6, 2026 by mahabharatanewsMarch 6, 2026066 ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ଓଡ଼ିଶାର ମହାନ ପୁରୁଷ ବିଜୁ ପଟନାୟକଙ୍କ ଙ୍କ ୧୧୦ ତମ ଜନ୍ମ ବାର୍ଷିକୀ। ଭବପ୍ରସାଦ ଦାସ ଏହି ସଭାକୁ...
ଓଡିଶା୧୧୦ ତମ ବିଜୁ ଜୟନ୍ତୀ ପାଳିତmahabharatanewsMarch 6, 2026 by mahabharatanewsMarch 6, 2026047 ଅସ୍ତରଙ୍ଗ ଛୁରିଆନା ପଞ୍ଚାୟତ ପିର ଜାହାନିଆ ନିକଟରେ କାକଟପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର...
ଓଡିଶାଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହmahabharatanewsMarch 6, 2026 by mahabharatanewsMarch 6, 2026048 ପବିତ୍ର ହୋଲି ପର୍ବ ଅବସରରେ କଟକ ଜିଲ୍ଲା କାଳିକାପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାଳିକାପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଖଡ଼ଗପୁର ସ୍ଥିତ ଆଇ.ଆଇ.ଟିର...