ଓଡିଶାଶ୍ରୀମନ୍ଦିରରେ ବଡ଼ ମହାସ୍ନାନmahabharatanewsMay 30, 2026 by mahabharatanewsMay 30, 2026024 ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଛି । ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା...